PYQ NEET- କେତେକ P ବ୍ଲକ୍ ମୌଳିକ L-4
ପ୍ରଶ୍ନ: ଉଦାତ୍ତ ଗ୍ୟାସ୍ ବିଷୟରେ ଭୁଲ ବକ୍ତବ୍ୟ ହେଉଛି -
(2021)
A) ଉଦାତ୍ତ ଗ୍ୟାସ୍ ଗୁଡିକର ଦୁର୍ବଳ ବିକ୍ଷେପଣ ଶକ୍ତି ରହିଛି।
B) ଉଦାତ୍ତ ଗ୍ୟାସ୍ ଗୁଡିକର ଇଲେକ୍ଟ୍ରନ୍ ଲାଭ ଏନ୍ଥାଲ୍ପିର ମୂଲ୍ୟ ଅତି କମ୍ (କିମ୍ବା ନକାରାତ୍ମକ) ଅଟେ।
C) ଉଦାତ୍ତ ଗ୍ୟାସ୍ ଗୁଡିକ ଜଳରେ ଅଳ୍ପ ଦ୍ରବଣୀୟ ଅଟନ୍ତି।
D) ଉଦାତ୍ତ ଗ୍ୟାସ୍ ଗୁଡିକର ଗଳନାଙ୍କ ଏବଂ ସ୍ଫୁଟନାଙ୍କ ଅତି କମ୍ ଅଟେ।