ସାଥୀ ରେଳ ପରୀକ୍ଷା

ପରୀକ୍ଷା ବିଷୟରେ

ନୋଟ: 2024 ର RRB ALP ଅଫିସିଆଲ୍ ନୋଟିଫିକେସନ୍ କୁ ଆଧାର କରି ନିଆଯାଇଛି

RRB ALP ପରୀକ୍ଷା ପ୍ରତିବର୍ଷ ଟେକ୍ନିସିଆନ୍ କିମ୍ବା ଲୋକୋ ପାଇଲଟ୍ ପଦବୀ ପାଇଁ ହୋଇଥିବା ଚାକିରି ଖାଲି ପାଇଁ କରାଯାଏ। ଏହା ଭାରତର ସମସ୍ତ ରେଳୱେ ଜୋନରେ ହୋଇଥାଏ ଏବଂ ରେଳୱେ ରିକ୍ରୁଟମେଣ୍ଟ ବୋର୍ଡ୍ ଦ୍ୱାରା ପରିଚାଳିତ ହୁଏ।

ଗୁରୁତ୍ୱପୂର୍ଣ୍ଣ ଘଟଣାବଳୀତାରିଖ
RRB ALP ନୋଟିଫିକେସନ୍ 202419 ଜାନୁଆରୀ 2024
ପଞ୍ଜୀକରଣ ଆରମ୍ଭ20 ଜାନୁଆରୀ 2024
ପଞ୍ଜୀକରଣ ସମାପ୍ତ19 ଫେବ୍ରୁଆରୀ 2024
ଏଡମିଟ୍ କାର୍ଡ ଜାରିଜଣାପଡିବ
ପରୀକ୍ଷା ତାରିଖCBT 1 ଜୁନ୍ / ଅଗଷ୍ଟ 2024 (ଅନୁମାନିତ)
ପରୀକ୍ଷା ତାରିଖCBT 2 ସେପ୍ଟେମ୍ବର 2024 (ଅନୁମାନିତ)
ପରୀକ୍ଷା ତାରିଖCBAT ନଭେମ୍ବର 2024
ଡକୁମେଣ୍ଟ ସତ୍ୟାପନନଭେମ୍ବର/ ଡିସେମ୍ବର 2024